Breaking News

୩୧ନଂ ଜୋନ ଜିଲ୍ଳା ପରିଷଦଙ୍କ ପୁଅ ଗିରଫ

ସତ୍ଯବାଦୀ ବ୍ଳକର ୩୧ନଂ ଜୋନ ଜିଲ୍ଳା ପରିଷଦଙ୍କ ପୁଅ ଦେବାଶିଷ ରାୟଙ୍କୁ ସତ୍ଯବାଦୀ ପୋଲିସ ଆଜି ଜଳସେଚନ କାର୍ଯ୍ଯାଳୟ ନିକଟରୁ ଗିରଫ କରିଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ଦେବାଶିଷ ବ୍ଳକ କର୍ମଚାରୀଙ୍କୁ ମାଡ ମାରିଥିବା ନେଇ ଥାନାରେ ଦୁଇ ଦୁଇଟି ଅଭିଯୋଗ ରହିଛି । ଏପରିକି ବ୍ଳକ କର୍ମଚାରୀ ମାନେ କଲମ ଛାଡ ଆନ୍ଦୋଳନ କରିଥିଲେ । ସତ୍ଯବାଦୀ ଥାନା ଅଧିକାରୀ ଜ୍ଯୋତି ପ୍ରକାଶ ସ୍ବାଇଁଙ୍କ ନିର୍ଦେଶ କ୍ରମେ ଥାନାର ସବଇନିସିପେକ୍ଟର ରବୀନ୍ଦ୍ର କୁମାର ନନ୍ଦ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି ।

31 NO JONE JILA PARISADANKA PUA GIRAPH
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts