>>
  • ସମ୍ପତ୍ତି ବାଡିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଶାଳୀ କୁ ହାଣିଲା ଭିଣୋଇ
  • >>
  • ବିଶ୍ବ ପରିବେଶ ସୁରକ୍ଷା ଦିବସରେ ଭଞ୍ଜନଗର ବ୍ଲକ ବାହାଡାପଦର ନୋଡାଲ ହାଇସ୍କୂଲକୁ ପ୍ରକୃତି ମିତ୍ର ପୁରସ୍କାର ପାଇଲା
  • >>
  • ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ
  • >>
  • ଆମିଷ ବଜାର ପାଇଁ ମୁଖ୍ୟ ରାସ୍ତା ଅବରୋଧ; ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
  • >>
  • ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନର ଶୁଭାରମ୍ଭ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭିଡିଓ ବାର୍ତ୍ତା
  • >>
  • ଓଡ଼ିଆ ବିଶ୍ବବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ
  • >>
  • ପ୍ରଧ୍ୟାପକ ସ୍ଵର୍ଗତ ଅଶୋକ ତ୍ରିପାଠୀଙ୍କ ସ୍ମୃତିରେ ମେଧାବୀ ଛାତ୍ରୀ ସମ୍ବର୍ଦ୍ଧନା ଓ କବିତା ଆସର ଅନୁଷ୍ଠିତ
  • >>
  • ଟାଟା ପାୱାର ର ଲୁଚକାଳି ଖେଳରେ ହିନସ୍ଥା ଭୋଗୁଛନ୍ତି ଉପୋଭକ୍ତା
  • >>
  • ସରକାରୀ ପୋଷ୍ଟ ଅଫିସରେ ପଶି ଆସବପତ୍ର ଭଙ୍ଗାରୁଜା ଓ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଯୁବକ ଗିରଫ
  • >>
  • ବେକରେ ରସି ଲଗାଇ ବିବାହିତ ମହିଳା ଆତ୍ମହତ୍ୟା କାରଣ ଅସ୍ବଷ୍ଠ
  • >>
  • ତାରାସିଙ୍ଗି ବନାଞ୍ଚଳରେ ସମ୍ବର ଶିକାର.ଦୁଇ ଶିକାରୀ ଗିରଫ , ମାଂସ,ଶିଙ୍ଗ ଓ କାତି ଜବତ, ଦୁଇ ଫେରାର
  • >>
  • ସରିଲା ଦେବ ବିବାହ ଓ ସମ୍ବଲପୁରର ମହାପର୍ବ ଶୀତଳ ଷଷ୍ଠି ;ସମ୍ବଲପୁର ଦେଖାଇଲା ମାନବୀୟ ମହାନତାର ମହାପର୍ବ
  • >>
  • ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ
  • >>
  • ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର
  • >>
  • ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳିତ
  • ଛାତ୍ର ଛାତ୍ରୀ ମାନଙ୍କ ମଧ୍ଯରେ ପ୍ରତିଯୋଗିତା

    Bଭାରତ ବିକାଶ ପରିଷଦର ସତ୍ଯବାଦୀ ଶାଖା ପକ୍ଷରୁ ମନ୍ଦିର ପାନ୍ଥଶାଳା ପରିସରରେ ବ୍ଳକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିପିଲି, ଡେଲାଙ୍ଗ,କଣାସ ଓ ସତ୍ଯବାଦୀ ବ୍ଳକରୁ ବିଭିନ୍ନ ବିଦ୍ଯାଳୟରୁ ଏକଶହରୁ ଅଧିକ ଛାତ୍ର ଛାତ୍ରୀ ଅଶଂ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ଯରେ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଓ"ଭାରତ କୋ ଜାନେ"ଜଣା ଅଜଣା ପ୍ର ତି ଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ଯକ୍ରମରେ ଅଜୟ କୂମାର ଦାଶ ଭାରତ ବିକାଶ ପରିଷଦର ରାଜ୍ଯ ପର୍ଯ୍ଯବେକ୍ଷକ ,ରାଜ୍ଯ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ,ପଦ୍ମ୍ଯନାମ ପଣ୍ଡା ଜଗନ୍ନାଥଧାମ ପୁରୀ ଅନୁଷ୍ଠାନର ସଭାପତି, ସତ୍ଯବାଦୀ ଶାଖାର ସଭାପତୀ  ସତ୍ୟବାଦୀ ଦାଶ ଓ ସମ୍ପାଦକ ଭ୍ରମର ବର ସ୍ବାଇଁ କାର୍ଯ୍ଯକ୍ରମଟିକୁ ଉଦଘାଟନ କରିଥିଲେ । ପ୍ରତିଯୋଗିତାର ପ୍ରଶ୍ନପତ୍ରକୁ  ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଉନ୍ନୋଚିତ କରିଥିଲେ । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି

    CHHATRA CHHATRI MANANKA MADHYARE PRATIJOGITA - 
    PIPILI DELANGA KANASA SATYABADI
    BY - DHIRENDRA SENAPATI
    SAKHIGOPAL NEWS

    Blog Archive

    Popular Posts