ଲଘୁଚାପରେ ବିଦ୍ଯୁତ ଖୁଣ୍ଠ ଭାଙ୍ଗିଲା
ସାକ୍ଷାଗୋପାଳ - ଲଘୁଚପ ଜନିତ ବର୍ଷା ପବନରେ ସାକ୍ଷୀଗୋପାଳରେ ସବୁଠାରୂ ଅଧିକ କ୍ଷତି ଘଟିଛି ବିଦ୍ଯୁତ ବିଭାଗର । ୧୬ଘଣ୍ଟା ଧରି ବିଦ୍ଯୁତ ସେବା ବନ୍ଦ ରହିଥିଲା । ଶୁକଳ, ଆଳିସ, ସାରଙ୍ଗଯୋଡି ଓ ଅନ୍ଯ ଗ୍ରାମ ଗୁଡିକରେ ନଡିଆ,ଆମ୍ବ, ଚାକୁଣ୍ଡା ଓଅନ୍ଯ ଗଛ ଗୁଡିକ ପବନରେ ବିଦ୍ଯୁତ ତାର ଉପରେ ପଡିବା ଯୋଗୁ ବିଦ୍ଯୁତ ତାର ଓ ଖୁଣ୍ଠ ଭାଙ୍ଗିପଡିଥିବା ବିଭାଗୀୟ ସେସୁ ଜେଇ ଶ୍ରୀ ସେନିପତିଙ୍କ ଠାରୂ ପ୍ରକାଶ । ସୈହିପରି ଗ୍ରିମ ମାନଙ୍କରେ କଦଳୀ, ଅମୃତଭଣ୍ଡା, ସଜନା ଆଦି ଗଛ ଗୁଡିକ ଭାଙ୍ଗିବା ସହ କେତକ କଚା ଘର ଉଡାଇ ନେଇଛି । ସମ୍ବାଦ ଦାତା - ଧୀରେନ୍ଦ୍ର ସେନାପତି ।
LAGHU CHAPARE BIDYUT KHUNTA BHANGILA
BY - DHIRENDRA SENAPATI
SAKHIGOPAL NEWS