ସ୍ୱଚ୍ଛତା ହି ସେବା
ସତ୍ୟବାଦୀ ବ୍ଲକର କାଦୁଆ ଗ୍ରାମପଞ୍ଚାୟତର ବରାଳ ଗ୍ରାମ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ପୀଠ ଭାଜପା ପକ୍ଷରୁ ସ୍ଵଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଭାଜପା ର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଡକ୍ଟର ବିଶ୍ୱନାଥ ରଥ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ସ୍ୱଚ୍ଛତା ହିଁ ସେବା ବୋଲି ଗ୍ରାମବାସୀ ମାନଙ୍କୁ ସଚେତନତା କରାଯାଇଥିଲା । ଏଥିରେ ଧୁନିଆ ବେହେରା, ଚିତରଞ୍ଜନ ଆଚାର୍ଯ୍ୟ, ଉଗ୍ରେସନ ମହାପାତ୍ର, ପିଣ୍ଟୁ ମହାପାତ୍ର,ରାଜା ମହାପାତ୍ର, ଜିତେନ୍ଦ୍ର ମହାପାତ୍ର, କରୁଣା ମହାପାତ୍ର ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
SWACHHATA HI SEBA - KADUA
BY - DHIRENDRA SENAPATI
SAKHIGOPAL NEWS