Breaking News

୪୦ଲିଟର ଦେଣୀ ମଦ ଜବତ

 


 ସାକ୍ଷୀଗୋପାଳ---ସତ୍ୟବାଦୀ ପୋଲିସ କୌଣସି ସୁତ୍ରରୁ ଖବର ପାଇ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ସଂଗ୍ରାମ କୁମାର ସ୍ୱାଇଁ ସଦଳବଳେ ଏକ ଦେଶୀ ମଦ ଭାଟି ଉପରେ ଚଡାଉ କରିଥିଲେ ।  ସତ୍ୟବାଦୀ ଥାନା ଷୋଳହର ଗ୍ରାମ ଦେଇ ଯାଇଥିବା କେନାଲ ବନ୍ଦ କରରେ ଥିବା ଏକ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି । ସେଠାରୁ ପୋଲିସ ୪୦ ଲିଟର ରନ୍ଦା ଦେଶୀ ମଦ ସହିତ ୫ଶହ ଲିଟର ପୋଚ ନଷ୍ଟ କରିଥିବା ଜଣାପଡିଛି । ମାତ୍ର ପୋଲିସ ଚଡଉ କରିବା ଆଗରୁ ଦେଶୀ ମଦ ଭାଟି ମାଲିକ ଓକର୍ମଚାରୀ ମାନେ ସେଠାରୁ ଫେରାର ହୋଇଯାଇଥବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୩/୨୦୨୫---୭,୨୫     Sakhigopal News, 23/3/2025

Blog Archive

Popular Posts