Breaking News

ସତ୍ଯବାଦୀ ବ୍ଲକର ୬୨ଜଣଙ୍କୁ ଅନ୍ତଦ୍ଯୋୟ ଗୃହର କାର୍ଯ୍ଯାଦେଶ ପ୍ରଦାନ


ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକର ୨୪ଟି ପଞ୍ଚାୟତର ୬୨ ଜଣଙ୍କୁ ଅନ୍ତଦ୍ଯୋୟ କାର୍ଯ୍ଯାଦେଶ ପ୍ରଦାନ କରାଯାଇଛି। ଆୟୋଜିତ କାର୍ଯକ୍ରମରେ ବିଡିଓ ଦେବାଶିଷ ନାୟକ ସଭାପତିତ୍ବ କରିଥିଲେ । ସ୍ଥାନୀୟ ବିଧାୟକଙ୍କ ଅନୁପସ୍ଥିତିରେ ଜିଲ୍ଲା ପରିଷଦ ସଭ୍ଯ ରତିକାନ୍ତ ମିଶ୍ର, ବିଷ୍ଣୁ ପ୍ରିୟା ବରାଳ, ଜୟପୁର ସମିତି ସଭ୍ଯ ଦୀପକ ଶତପଥୀ , ସାଂସଦ ଙ୍କ ପ୍ରତିନିଧି ତ୍ରିଲୋଚନ  ରଥ ଓ ବ୍ଲକର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୩୧/୩/୨୦୨୪----୧୧,୩୫ Sakhigopal News,31/3/2025

Blog Archive

Popular Posts