Breaking News

ଚୋରା ପଥର ଟ୍ରକ ଜବତ



ସାକ୍ଷୀଗୋପାଳ,---- ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ତତ୍ୱବଧାନରେ ଏକ ଟିମ ପ୍ରାଟୋଲିଙ୍ଗ କରୁଥିବା ସମୟରେ ଏକ ପଥର ଗାଡିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ଗାଡିର ଡ୍ରାଇଭର ସଠିକ କାଗଜ ପତ୍ର ଦେଖାଇ  ନ ପାରିବାରୁ ସତ୍ୟବାଦୀ ପୋଲିସ ଗାଡିଟିକୁ ଜବତ କରି ଏକ କେସରୁଜ କରି ତଦନ୍ତ କରୁଛି । ଗାଡିର ନଂ ଓଆର,୦୨ ବିଡି- ୯୬୦୬ । ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଡାଉ କରାଯାଉଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୫---୭,୧୦   Sakhigopal News, 7/1/2025

Blog Archive

Popular Posts