Breaking News

କନ୍ଧମାଳ ଜିଲ୍ଲାର ବାଲିଗୁଡା ରୁ ଏକ ଟିମ ପରୀ ଜିଲ୍ଲାରେ ରିଲିଫି ବଣ୍ଟନ କଲେ

କନ୍ଧମାଳ---କନ୍ଧମାଳ ଜିଲ୍ଲାର ବାଲିଗୁଡାରୁ ୪୦ ଜଣିଆ ଟିମ ପୁରୀ ଜିଲ୍ଲାର ଚନ୍ଦନ ପୁର ଠାରେ ରିଲିଫି ବଣ୍ଟନ କରିଥିବାର ଜଣାପଡିଛି । ବାଲିଗୁଡା ର ବ୍ଲକ ବିଜେଡିରା ସଭାପତି ଟୁନା ଦାଶଙ୍କ  ନେତୃତ୍ବରେ ୪୦ ଜଣ ଯୁବକଙ୍କୁ ସାଙ୍ଗରେ ଧରି ସେ ପୁରୀ ଜିଲ୍ଲା ର ଚନ୍ଦନ ପୁର  ଓ ତୁଳିସି ଚଉରା ସହିତ ଆଖ ପାଖ ଅଞ୍ଚଳରେ ରିଲିଫ ବଣ୍ଟନ କରିଥିଲେ । ପ୍ରାୟ  ୫ ହଜାର  ଉର୍ଦ୍ଧଲୋକ ଙ୍କୁ ରିଲିଫ ବଣ୍ଟନ କରାଜାଇ ଥିଲା ।  ବିସ୍କୁଟ, ପାଣି ବୋଟଲ ଆଉ ରୁଟି ଏବଂ ରନ୍ଧା ଖାଦ୍ଯ ଫାନି ବାତ୍ଯା ବିପନ୍ନ ମାନଙ୍କୁ ପ୍ରଦାନ କରାଯାଇଥିଲା ।  ଏହି ରିଲିଫି ସାତ ଦିନ ଧରି ଚାଲିଥିଲା  । କନ୍ଧମାଳ ରୁ ଏହି ଟିମି କୁ ବିଭିନ୍ନ ଆଡୁ ପସଂଶାର ସୁଅ ଛୁଟୁଛି ।
କନ୍ଧମାଳରୁ ମନୋଜ ପଣ୍ଡା

Blog Archive

Popular Posts