ଫାନି ଯୋଗୁ ସାକ୍ଷୀଗୋପାଳ ନିଉଜ ବନ୍ଦ ରହିଥିଲା
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାରେ ଫାନିର ତାଣ୍ଡବ ରୁପ ତିନି ତାରିଖ ଦିନ ଦେଖାଇଥିଲା । ସେଇ ଦିନ ଠାରୁ ସାକ୍ଷୀଗୋପାଳ ନିଉଜ ସମ୍ପର୍ଣ୍ଣ ଭାବେ ବନ୍ଦ ରହିଥିଲା । ଏଥିପାଇଁ ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ଦୁଖଃ ପ୍ରକାଶ କରାଯାଇଛି । ଆଜି ଠାରୁ ଅସ୍ଥାୟୀ ଭାବେ ସାକ୍ଷୀଗୋପାଳ ନିଉଜ କାମ କରିବାକୁ ଯାଉଛି ।ଏଣୁ ସମସ୍ତ ପାଠକ ମାନଙ୍କୁ ସହଯୋଗ ପାଇଁ ଅନୁରୋଧ ।
ଧୀରେନ୍ଦ୍ର ସେନାପତି