ସାପ କାମୁଡାରେ ଯୁବକର ମୃତ୍ଯୁ
ସାକ୍ଷୀଗୋପାଳ -------- ସତ୍ଯବାଦୀ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ସୂର୍ଯ୍ଯକାନ୍ତ ସେଠୀଙ୍କୁ ଏକ ବିଷ୍ଧର ସାପ କାମୁଡି ଦେଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡିକାଲକୁ ନିଆ ଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ସରକାରୀ ମେଡିକାଲକୁ ପଠାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ଯୁ ଘୋଷଣା କରିଛନ୍ତି ।