୧୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲଟ୍
ସାକ୍ଷୀଗୋପାଳ -----ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲଟ୍ । ପ୍ରକାଶ ପାଇଲା ୱେବ ପେଜ୍ ।www.bseodisha.nic.in ରେ କରିପାରିବେ ରେଜଲଟ୍ ଚେକ୍ । ସେହିପରି ବୋର୍ଡ ପକ୍ଷରୁ ରେଜଲଟ୍ ଚେକ ନିମନ୍ତେ ମୋବାଇଲ SMS ବ୍ୟବସ୍ଥା ମଧ୍ୟ କରାଯାଇଛି । ମୋବାଇଲ ରେ OR10 space roll no ଲେଖି ୫୬୭୬୭୫୦କୁ SMSକରିଲେ ମିଳିବ ରେଜଲଟ ।
ଧୀରେନ୍ଦ୍ର ସେନାପତି