Breaking News

ଡେଲାଙ୍ଗ ଓ ପିପିଲିରେ ବାଣ୍ଟିଲେ ରନ୍ଧାଖାଦ୍ଯ ; ରୁଦ୍ର ମହାରଥୀ

ଡେଲାଙ୍ଗ ----  ଡେଲାଙ ବ୍ଲକର ଅରିଶଲ ଗ୍ରାମ ପଞ୍ଚାୟତର ୫ଶହ ଓ ପିପିଲି ବ୍ଲକର ପାଟଣାସାହି ଓ ପିପିଲି ଏନଏସିର ୨,୧୩,୦୬ନଂ ଵାର୍ଡରେ ରନ୍ଧା ଖାଦ୍ଯ ଓ ପଲିଥିନି ଯୁବ ସମାଜସେବୀ ରୁଦ୍ର ପ୍ରତାପ ମହାରଥୀ  ବଣ୍ଟନ କରିଥିବାର ଜଣାପଡିଛି । ତାଙ୍କର ସାଙ୍ଗ ସାଥି ଓ ବଧୁଂ ମାନଙ୍କ ସହଯୋଗରେ ଏହି କାର୍ଯ୍ଯ କରିଥିବାର ଜଣାପଡିଛି । ରୁଦ୍ରଙ୍କୁ ସହଯୋଗ କରିଥିଲେ ପିପିଲି ବ୍ଲକର ଉପାଧ୍ଯକ୍ଷ ଯୁଧିଷ୍ଠିର ସ୍ବାଇଁ, ତେଇଶିପୁର ଗ୍ରାମ ପଞ୍ଚାୟତର ସମିତିସଭ୍ଯ ଧରଣିଧର ସାହୁ , ପିପିଲି ଏନଏସିର ପୂର୍ବତନ ଅଧ୍ଯକ୍ଷ ଶେଖ ବାବୁ ଓ ଅଜୟ ମାହରଣା । ଫାନି ବାତ୍ଯରେ ବିପନ୍ନ ମାନଙ୍କୁ ସହଯୋଗ ପାଇଁ ଆଗେଇ ଆସିଛନ୍ତି ରୁଦ୍ର ମହାରଥୀ ତାଙ୍କର ଏହି କାର୍ଯ୍ଯକ୍ରମକୁ ଡେଲାଙ୍ଗ ଓ ପିପିଲି  ଜଣସାଧାରଣ ପ୍ରଶଂସା କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସୈନାପତି

Blog Archive

Popular Posts