Breaking News

ଢେପାଗୁଡା ଜଙ୍ଗଲରୁ ୫୦ କିଲୋ ଓଜନର ବିଷ୍ପୋରକ ସାମଗ୍ରୀ ଜବତ

  ଗଜପତି---  ଗଜପତି ଜିଲ୍ଲାର ଢ଼େପାଗୁଡା ଜଙ୍ଗଲରୁ ଦୁିଇଟି ଲ୍ୟାଣ୍ଡମାଇନ ବିଷ୍ପୋରେକ ସମାଗ୍ରୀ ପୁଲିସ ଜବତ କରିଛି । ଗଜପତି ଥାନା ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ଜଙ୍ଗଲରେ ଚଡାଉ କରି ଏହି ଦୁଇଟି ଲ୍ୟାଣ୍ଡମାଇନ ଜବତ କରିଥିଲେ  । ସେ ଗଉଡିକର ଓଜନ ୧୫ ଓ ୩୫ କେଜି ବୋଲି ଜଣାପଡିଛି ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts