ବାଲୁକା କଳାରେ ଗିରିଗୋବର୍ଦ୍ଧନ ପୂଜା ଓ ବିଶ୍ବ ପରିବେଶ ସୁରକ୍ଷା ସଚେତନତା
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକ ଆଜି ଗିରିଗୋବର୍ଦ୍ଧନ ପୂଜା ଓ ବିଶ୍ବ ପରିବେଶ ସୁରକ୍ଷା ଉପରେ ବାଲୁକାକଳା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଦର୍ଶକମାନେ ବାଲୁକା କଳା ଉପଭୋଗ କରିଥିଲେ ଓ ପ୍ରଶଂସା କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧୧/୨୦୨୪---୭,୩୫ Sakhigopal News,1/11/2024