>>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ରାଜ୍ୟ ସରକାରଙ୍କ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ପାଇଲେ ସତ୍ୟବାଦୀର ଦୁଇଜଣ ଛାତ୍ରଛାତ୍ରୀ

     


    ସାକ୍ଷୀଗୋପାଳ--- ଗୁରୁଦିବସରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପାଇଲେ ସତ୍ୟବାଦୀର ଓଡିଶା ଆଦର୍ଶ ବିଦ୍ୟାଳୟର ଦୁଇଜଣ ଛାତ୍ରଛାତ୍ରୀ ।  ଲୋକସେବା ଭବନରେ ଆୟାଜିତ ରାଜ୍ୟ ସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ସି. ବି. ଏସ. ଇ୧୦ମ ଶ୍ରେଣୀ ପରୀକ୍ଷାରେ ୯୯% ନମ୍ବର ରଖି  ସତ୍ୟବାଦୀର ଓଡିଶା ଆଦର୍ଶ ବିଦ୍ୟାଳୟରଛାତ୍ର ସାଇ ସୋହମ ପ୍ରଧାନ  ଓ ୯୮% ନମ୍ବର ରଖି ଛାତ୍ରୀ ସୁଶ୍ରୀ ସୀମ୍ରନ ମହାପାତ୍ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପାଇ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ସଫଳତା ପାଇଁ ସାକ୍ଷୀଗୋପାଳ ଅଞ୍ଚଳରେ ଖୁସିର ଳହରି ଖେଳିଯାଇଛି ।  ଦୁଇ ଜଣ ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍‌୍ୟତ କାମନା କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୯/୨୦୨୪---୭,୨୦    Sakhigopal News, 5/9/2024

    Blog Archive

    Popular Posts