ନୂତନ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଦାୟିତ୍ବ ଗ୍ରହଣ
ଭଞ୍ଜନଗର - ଭଞ୍ଜନଗର ପୋଲିସ ଉପଖଣ୍ଡର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ବିଶ୍ବାମିତ୍ର ହରପାଲ ଦ୍ବାୟତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ବାଲୁଗାଁ ଆରକ୍ଷୀ ଅଧିକ୍ଷକ ଭାବେ ବଦଳି ହୋଇଛନ୍ତି । ଗତ ଅପ୍ରେଲ ୧ ତାରିଖ ରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଭଂଜନଗର ଦାୟିତ୍ଵ ନେଇଥିବା ଶ୍ରୀ ହରପାଲ୍ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ ତୁଲାଇ ଆସିଥିଲେ । ଭଂଜନଗର ଦାୟିତ୍ଵ ନେବା ପରେ ନୂତନ ଅଧିକାରୀ ଙ୍କ ଷ୍ଟ୍ରାଟେଜି କଣ ରହିବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୬/୪/୨୦୨୩-----୯,୪୫ Sakhigopal News,6/4/2023