ସତ୍ୟବାଦୀରେ ୨୨୮ ଜଣ କରୋନା ପଜେଟିଭି ଚିହ୍ନଟ
ସାକ୍ଷୀଗୋପାଳ ---- ସତ୍ୟବାଦୀରେ ସୋମବାର ସୁଦ୍ଧା ମୋଟ ୨୨୮ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସୋମବାର ଦିନ ନୂତନ କରି ୧୮ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି । ଏହା ବ୍ୟତିତ୍ୟ କିଛି ଲୋକମାନେ ଜ୍ୱର, ଥଣ୍ଡା ହେଉଥିଲେ ମଧ୍ୟ କରୋନା ଟେଷ୍ଟ ନ କରାଇ ମେଡିସିନ କିଣିକି ଖାଇବା ସହ ଘରେ ରହି ଚିକିତ୍ସା ହେଉଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୧---୭,୨୦Sakhigopal News,3/5/2021