Breaking News

ଲକ୍ ଡାଉନ୍ ସମୟରେ ରନ୍ଧା ଖାଦ୍ୟ ବଣ୍ଟନ


ଜଟଣୀ ---- ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ୫ ଟି ଗ୍ରାମର ଶହେରୁ ଉର୍ଦ୍ଧ ଲୋକଙ୍କୁ ସ୍ୱୟଂ ସ୍ୱହାୟକ ଗୋଷ୍ଠୀ ଦ୍ୱାରା ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଙ୍କ ଦ୍ଵାରା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ରାଜ୍ୟରେ ଲକ୍ ଡାଉନ୍ ଯୋଗୁ ଅସହାୟ, ଦିନ ମଜୁରିଆ ପରିବାର ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଜଟଣୀ ଇଫେତଖାର ଅଲ୍ଲୀ

Blog Archive

Popular Posts