ପାରାଦ୍ୱୀପରେ ପୁଣି ଖାଖି ଡ୍ରେସରେ ଲାଗିଲା କଳଙ୍କ ;ସାଢ଼େ ଚାରିବର୍ଷର ନାବାଳିକାକୁ କନେଷ୍ଟବଲ କଲେ ଦୁର୍ଷମ
ଜଗତସିଂହପୁର---- ସାଢ଼େ ଚାରିବର୍ଷର ନାବାଳିକାକୁ ଦୁର୍ଷମ ଅଭିଯୋଗ । ସି ଆଇ ଏସ ଏଫ ହେଡ୍ କନେଷ୍ଟବଲ ଏମ.କାଣ୍ଡାସ୍ୱାମୀଙ୍କୁ ପୋଲିସ ଗିରଫ କରିଛି । କାଣ୍ଡାସ୍ୱାମୀଙ୍କ ଘର ତାମିଲନାଡୁ । ସେ ସି ଆଇ ଏସ ଏଫ ବାରାକ୍ରେ ରହୁଥିଲେ । ଝିଅଟି ଏକୁଟିଆ ବୁଲୁଥିବା ସମୟରେ କାଣ୍ଡାସ୍ୱାମୀ ଚକୋଲେଟ ଦେଇ ଦୁର୍ଷମ କରିଥିବା ଜଣାପଡିଛି । ଏହାଠାରୁ ଲଜ୍ଜାକର ଘଟଣା କିଛି ନାହିଁ ବୋଲି ଅଞ୍ଚଳରେ ବେଶ ଆଲେଚନା ହେଉଛି । ତୁରନ୍ତ ଏମାନଙ୍କୁ ଫାଶି ଦେବାକୁ ଜନସାଧାରଣରେ ଦାବି ହେଉଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର