>>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • ମିଲର ମାନଙ୍କ ଯୋଗୁ ସତ୍ୟବାଦୀରେ ଧାନ ମଣ୍ଡି ଖୋଳିପାରୁନାହିଁ ; ତୁଟି ପାରୁ ନାହିଁ କାଟ

    08:50
      ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ୨୮ ତାରିଖରେ ସରକାରୀ ଭାବେ ଧାନ ମଣ୍ଡି ପିପିଲି ବ୍ଳକ ତେଇଶିପୁର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଉଦଘାଟନ ହୋଇଯାଇଛି । ସେହିଦି...

    ମହତାବ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

    08:35
    ଡେଲାଙ୍ଗ ------- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର  ମାନଙ୍କ ତରଫରୁ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।...

    ଅଲଇଣ୍ଡିଆ କିଷାନ କ୍ଷେତ ମଜୁଦୁର ସଂଗଠନ ପକ୍ଷରୁ ଧାରଣା ମଞ୍ଚ ଜାରି

    08:32
     ଡେଲାଙ୍ଗ -----ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତର ବାଲିହୁଙ୍କା ଗ୍ରାମରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜୁଦୁର ସଂଗଠନ ତରଫରୁ ଏକ ସଭା ଅନୁଷ୍ଠିତ କାରାଯିବା ...

    ଆଇନଜୀବୀ ଆସୋସିଏସନ୍ ର ୪୯ ତମ ବାର୍ଷିକ ସମ୍ମିଳନୀ

    17:44
      ଜଟଣୀ :ନିଖିଳ ଓଡିଶା ଆଇନଜୀବୀ ଆସୋସିଏସନ୍ ର ୪୯ ତମ ବାର୍ଷିକ ସମ୍ମିଳନୀ ବୁଧବାର ସ୍ଥାନୀୟ ଟାଉନହଲ (ସ୍ରଷ୍ଠା) ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଅ...

    ସତ୍ୟବାଦୀ ପଞ୍ଚାୟତ ସମିତିର ସପ୍ତମ ବୈଠକ; ବୈଠକ ଅଧାରେ ଗଣପ୍ରତିନିଧି ମାନଙ୍କୁ ବାହାରିଯିବାକୁ ବିଧାୟକ କହିଲେ

    07:17
      ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ବୁଧବାର ଅପରାହ୍ନରେ ସପ୍ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବୈଠକ ଅଧାରେ ଯୋଗ ଦେଇଥିବା ଗଣ ପ୍...

    ମିଲର ମାନଙ୍କ ଯୋଗୁ ଧାନ ମଣ୍ଡି ବନ୍ଦ ରହିଲା ; ତୁଟି ପାରିଲା ନାହିଁ କାଟ ଛାଟ

    07:10
     ଡେଲାଙ୍ଗ ----- ପୁରୀ ଜିଲ୍ଲାରେ ୨୮ ତାରିଖରେ ଧାନ ମଣ୍ଡି ସରକାରୀ ସ୍ତରରେ ଆନୁଷ୍ଠାନିକ ଭାବେ ପିପିଲି ବ୍ଳକ ତେଇଶିପୁର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଉଦଘାଟନ ହ...

    ପାହାଡ ବ୍ଲାଷ୍ଟିଂ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ସ୍ବର ଉଠାଇଲେ ସତୀଶ

    17:07
     ଯାଜପୁର-----ମୁଖ୍ୟମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ,ଭ୍ରଷ୍ଟାଚାର ବିରୋଧର ସଙ୍ଗ୍ରାମ ପାଇଁ ବି ଜେ ଡି ନେତା ସତୀଶ ବିଶ୍ବାଳଙ୍କ ନେତୃତ୍ୱରେ ଯାଜପୁର ଜିଲ...

    ଓବି ସି ଓ ପଛୁଆବର୍ଗଙ୍କୁ କେବେ ସଂରକ୍ଷଣ ଦେବେ ରାଜ୍ୟ ସରକାର

    17:04
      -ଭୁବନେଶ୍ବର---ରାଜ୍ୟ ସରକାର ସରକାରୀ ହାଇ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚ ଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ କ୍ୟ...

    ମୁଖ୍ୟମନ୍ତ୍ରୀ ଙ୍କୁ ଛାତ୍ର ଓ ଯୁବ ଜନତା ଦଳର କୃତଜ୍ଞତା

    17:02
      ଭୁବନେଶ୍ୱର-----ସରକାରୀ ହାଇସ୍କୁଲ ମେଧାବୀ ଛାତ୍ର/ଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେ...

    କେନ୍ଦ୍ରସରକାର ଙ୍କର ଆବାସ ଯୋଜନା କୁ ରାଜ୍ୟ ସରକାର ରାଜ୍ୟ ଯୋଜନା ବୋଲି ପ୍ରଚାର କରିବା ଅଭିଯୋଗରେ ଥାନା ରେ ଏତେଲା ଦେଲେ

    17:00
      ଫୁଲବାଣୀ----  କେନ୍ଦ୍ର ସରକାରଙ୍କର ଆବାସ ଯୋଜନା କୁ ରାଜ୍ୟ ସରକାର ରାଜ୍ୟ ଯୋଜନା ବୋଲି ପ୍ରଚାର କରି ରାଜ୍ୟବାସୀ ଙ୍କୁ ଠକିବା ସହିତ ମୁଖ୍ୟମନ୍ତ୍ରୀ ଙ୍କର ଦସ୍ତଖତ ଥି...

    ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅବହେଳା ଅଭିଯୋଗ

    16:58
     ଫୁଲବାଣୀ----  ୧୬ନମ୍ବର ଜାତୀୟ ରାଜପଥ ସେରାୱାଲି ପେଟ୍ରୋଲ ପମ୍ପ ପାଖରେ ରାତି ୧ଟାରେ ପଞ୍ଚିମ ବଙ୍ଗ ମୁର୍ଶିଦାବାଦ ଜିଲ୍ଲା ର ହୁସେନ ମଣ୍ଡଳ ଏକ ବାଇକ ଯାହାର ନମ୍ବର ଙ...

    ପାଲା ମାଧ୍ୟମରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

    16:47
      ସାକ୍ଷୀଗୋପାଳ ------ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପୁରୀଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମୂଳଅଳସା ଗ୍ରାମରେ ପାଲା ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ...

    ସିଂହବ୍ରହ୍ମପୁର ସେବା ସମବାୟ ସମିତିରେ ଖୋଲିଲା ଧାନମଣ୍ଡି ; ପ୍ରଥମ ଦିନରେ ୭୪୦ କୁଇଣ୍ଟାଲ ଧାନ ବିକ୍ରୟ

    16:41
      ଡେଲାଙ୍ଗ -------ଡେଲାଙ୍ଗ ବ୍ଳକର ସିଂହବ୍ରଦ୍ମପୁର ସେବା ସମବାୟ ସମିତିରେ ମଙ୍ଗଳବାର ଦିନ ଧାନ ମଣ୍ଡି ଖୋଲିଛି । ପ୍ରଥମ ଦିନରେ ୭୪୦ କୁଇଣ୍ଟାଲ ଧାନ ଚାଷୀ ମାନଙ୍କ ଠାର...

    ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମ ପରିବର୍ତ୍ତନ ନେଇ ବ୍ଲକ ସମ୍ମୁଖରେ ଧାରଣା ଦେଲା ବିଜେପି

    16:38
     ଡେଲାଙ୍ଗ ------ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଡେଲାଙ୍ଗ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜ...

    ହରିରାଜପୁର ପଞ୍ଚାୟତ କ୍ରିକେଟ ସେମିପାଇନାଲ ମ୍ୟାଚ ; ଫାଇନାଲରେ ପ୍ରବେଶ କଲା ବରୁଣେଇ ରୟାଲ ଦଳ

    16:35
      ଡେଲାଙ୍ଗ -----  ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ସିଜିନ୬ ସେମିଫାଇନାଲ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।  ...

    ସତ୍ୟବାଦୀରେ ପ୍ରେମି ଯୁଗଳଙ୍କର ଆତ୍ମହତ୍ୟା

    01:30
     ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଜିପୁର ପ୍ରଧାନ ସାହିର ଏକ ପ୍ରେମୀ ଯୁଗଳ ଜିପୁର ତୋଟାରେ ଏକ ଜାମୁ ଗଛରେ ଓହଳି ଆତ୍ମହତ୍ୟା କରିଥି...

    ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତାକୁ ରାଜ୍ୟ ବିଜେପିର ବିରୋଧ

    20:39
    ଜଟଣୀ --ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ନବୀନ ସରକାରଙ୍କ ବିରୋଧରେ ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ବିଜେପି ଦଳ ପକ୍ଷରୁ ବିକ୍ଷୋଭ ପ୍...

    ତେଇଶିପୁର ସମବାୟ ସମିତି କାର୍ଯ୍ୟାଳୟରେ ଖୋଲିଲା ଧାନ ମଣ୍ଡି

    09:32
     ପିପିଲି --- ପୁରୀ ଜିଲ୍ଲା ପିପିଲି ବ୍ଳକ ଅନ୍ତର୍ଗତ ତେଇଶିପୁର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଏହି ଧାନ ମଣ୍ଡିକୁ ବିଦ୍ୟାଳୟ ଓ ...

    ବେଆଇନ ଗୋ ଚାଲଣ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ପୁଲିସ ମହାନିର୍ଦ୍ଧେଶକଙ୍କୁ ଏକ ଦାବି ପତ୍ର ପ୍ରଦାନ

    09:29
       ସାକ୍ଷୀଗୋପାଳ-----  ପୁରୀ ଜିଲ୍ଲାରେ ବେଆଇନ ଗୋ ଚାଲଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୁରୀ ଆରକ୍ଷୀ ଅଧିକ୍ଷଙ୍କ ଜରିଆରେ ପୁଲିସ ମହାନ...

    ଶୁକଳରେ ପକ୍ଷୀ ମାନଙ୍କ ସୁରକ୍ଷା ଅଭିଯାନରେ ବାହାରିଥିବା ବିଶ୍ୱଜିତଙ୍କୁ ସମ୍ବର୍ଦ୍ଧନା

    09:22
     ସାକ୍ଷୀଗୋପାଳ------ଡେଲାଙ୍ଗ   ବରକେରା ଗ୍ରାମରୁ ପକ୍ଷୀ ମାନଙ୍କର ସୁରକ୍ଷା ଅଭିଯାନରେ ସାଇକେଲରେ ବାହାରିଥିବା ଡେଲାଙ୍ଗର ବୋଳକଣା ଗ୍ରାମର ପକୃତିବନ୍ଦୁ ବିଶ୍ୱଜିତ ପରି...

    ଓଡିଶାର ସମସ୍ତ ବରପୁତ୍ରଙ୍କ ଜନ୍ମପୀଠ ଉନ୍ନତି କରଣ କରାଯିବ; ରାଜ୍ୟ କ୍ୟାବିନେଟରେ ନିସ୍ପତିକୁ ସ୍ୱାଗତ କରି ଦୀପଦାନ

    09:13
     ସାକ୍ଷୀଗୋପାଳ -----  ରାଜ୍ୟ ସରକାର ଗୋପବନ୍ଧୁଙ୍କ ଜନ୍ମପୀଠର ଉନ୍ନତି କରଣ କରିବା ପାଇଁ ସେପ୍ଟେମ୍ବର ମାସରେ ୧୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଏହାକୁ ଆଧା...

    ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ୍ ୨ୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ; ସୁପର ଓଭର ମ୍ୟାଚରେ ଫାଇନାଲକୁ ପ୍ରବେଶ କଲା ସିଡିଏ ଲାୟନ୍ସ କଟକ ଦଳ

    09:03
     ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ-୨୦୨୦ ସୋମବାର ଦିନ ୨ୟ ସେମି...

    ଥୁଆପାଲି କପାବାରୀ ଖେଳପଡ଼ିଆରେ ଏକ ରନିଂଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    21:13
    ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲିର ଏଥେଲେଟିକ ଏସୋସିଏସନ ପକ୍ଷରୁ କପାବାରୀ ଖେଳପଡ଼ିଆ ଠାରେ ଏକ ରନ...

    ବନ୍ଧୁକ ଲଗାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ବୁଲେଟ ମଟର ସାଇକେଲ

    15:03
    କଳାହାଣ୍ଡି : କୋକସରା ଥାନା ମୋଟେର ଫାଣ୍ଡି ମୋଟେର ଅଞ୍ଚଳର ଶିକ୍ଷକ ଯଯାତି ପାଟ୍ଟଯୋଶୀଙ୍କ ଘରୁ ମଧ୍ୟ ରାତ୍ରୀରେ ଦୁର୍ବୁତ୍ତ ମାନେ ଡକାୟତି କରିଥିବା ଖବର ମିଳିଛି। ଖବର ...

    ସାଇ ସାହିତ୍ୟ ସଂସ୍ଥାନର ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ

    07:15
     ଡେଲାଙ୍ଗ-----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବିଳାସପୁର ଠାରେ  ସାଇ ସାହିତ୍ୟ ସଂସ୍ଥାନ ପକ୍ଷରୁ ରାଜ୍ୟ ସ୍ତରୀୟ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବୈଠ...

    ଡେଲାଙ୍ଗରେ ବିଜେଡି ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

    06:58
     ଡେଲାଙ୍ଗ------ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଡେଲାଙ୍ଗ ବ୍ଳକ ବିଜୁ ଜନତା ଦଳ ତରଫରୁ ପାଳିତ ହୋଇଯାଇଛି ।  ଡେଲାଙ୍ଗ ହାଟ ବଜାର ଛକରେ ପ୍ରତିଷ୍ଠିତ ବିଜୁବାବ...

    ପକ୍ଷୀ ସୁରକ୍ଷା ସଚେତନତା ବର୍ତ୍ତା ନେଇ ଡେଲାଙ୍ଗ ବରକେରାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ସାଇକେଲ ଯାତ୍ରା

    06:54
     ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି । ରବିବାର ଦିନ ବରକେରା ଗ୍ରାମ...

    ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘ ଡେଲାଙ୍ଗ ଖଣ୍ଡ ର ପ୍ରସ୍ତୁତୀ ବୈଠକ

    06:43
     ଡେଲାଙ୍ଗ ------  ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ଘୋରଡିଆସ୍ଥିତ ଶ୍ରୀ ଶ୍ରୀ ରାଧାମୋହନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆରଏସ୍‌ଏସ୍ ଡେଲାଙ୍ଗ ଖଣ୍ଡର ଏକ ପ୍...

    ଡେଲାଙ୍ଗରେ ବିଜେପିର ବିଦ୍ରୋହି ଗୋଷ୍ଠୀର ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ; ଡେଲାଙ୍ଗ ରାଜନୀତି ସରଗରମ

    06:39
       ଡେଲାଙ୍ଗ ----  ଡେଲାଙ୍ଗରେ ବିଜେପିର ଏକ ବିଦ୍ରୋହି ଗୋଷ୍ଠୀ ଏବେ ଉପନିର୍ବାଚନ ପାଇଁ  ପଞ୍ଚାୟତ ସ୍ତରୀୟ ବୈଠକ ଆରମ୍ଭ କରିଛି । ଯାହାକୁ ନେଇ ଡେଲାଙ୍ଗ ରାଜନୀତି ଏବେ ...

    ପଞ୍ଚାୟତ ପ୍ରିମିୟର ଲିଗ୍ ମ୍ୟାଚ-ସିଜିନ୍‌୬ ଅନୁଷ୍ଠିତ ; ବ୍ଳୁ ରାଇଡର ଓ ଫ୍ଲାଇଙ୍ଗ ଡଲଫିନ ଦଳ ବିଜୟୀ

    06:33
     ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତ ହାଇସ୍କୁଲ ପଡିଆରେ ପଞ୍ଚାୟତ ପ୍ରିମିୟର କ୍ରିକେଟ ଲିଗ୍ ମ୍ୟାଚ ସିଜିନ୍ -୬ର ରବିବାର ଅଷ୍ଟମ ଦିବସ ।  ପ୍...
    Page 1 of 20791232079

    Blog Archive

    Popular Posts