Breaking News

ସଜେଇ ହେଲାଣି ସାକ୍ଷୀଗୋପିନାଥ ମନ୍ଦିର


 D senapati
Sakhigopal 
 ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଠବ କ୍ଷେତ୍ର ସତ୍ୟବାଦୀର ସାକ୍ଷୀଗୋପିନାଥ  । ରାତି ପାହିଲେ ମା ଶ୍ରୀ ରାଧା ଓଡିଆଣୀ ବେଶରେ ସଜ୍ଜିତ ହୋଇ ତାଙ୍କର ସେହି ପୁଣ୍ୟ ପାଦ ଦର୍ଶନ  କରିବାର ସୁଯୋଗ ମିଳବ ଶ୍ରଦ୍ଧାଳୁ ମାନଙ୍କୁ  ।  ଏ ବର୍ଷ ମଧ୍ୟ କୌଣସି ଭକ୍ତ ଠାକୁରଙ୍କୁ ଛୁଇଁବାକୁ ଅନୁମତି ନାହିଁ  । ରତ୍ନ ସିାଂସନ ଠାରୁ କିଛି ଦୂରରେ ଠିଆ ହୋଇ ଭକ୍ତ ମା ଶ୍ରୀ ରାଧାଙ୍କୁ ଓଡିଆଣୀ ବେଶ ସହିତ ତାଙ୍କର ସେହି ପୁଣ୍ୟ ପାଦ ଦେଖି ବାକୁ ସୁଯୋଗ ମିଳିବ  । ସେଥିପାଇଁ ମନ୍ଦିର ରଙ୍ଗ ହେବାସହ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜିତ କରାଯାଇଛି । ମନ୍ଦିର ପ୍ରଶାସନ ଠାରୁ ସେବାୟତ ସଂଘ ଚଳଚଞ୍ଚଳ ହୋଇ ପଡିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts