ପୋଲିସ ର ଏନକାଉଣ୍ଟର
କଟକ ---- ଚୌଦ୍ବାର ଅଞ୍ଚଳରେ ପୋଲିସ ପକ୍ଷରୁ ଏନ୍କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ । ଜିତୁ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି । ଆଜି ଜିତକୁ ଏନକାଉଣ୍ଟର କରିଛି ପୋଲିସ । ଏଥିରେ ଜିତୁର ଗୋଡରେ ଗୁଳି ବାଜିଛି । ପୋଲିସ ଗୁଳି ମାଡ଼ରେ ଜିତୁ ତଳେ ପଡ଼ିଯିବା ପରେ ପୋଲିସ କାବୁ କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।